Step by step Methods- how to check Online Land Records / Patta / Khatiyan in Bhulekha.nic.in Portal of Odisha
Odisha Bhulekh is an online platform that allows residents of the state to access their land records. Odisha’s online land records repository.
‘ଓଡ଼ିଶା ଭୁଲେଖ’ ଏକ ଅନ୍ଲାଇନ୍ ପ୍ଲାଟଫର୍ମ, ଯେଉଁଥିରେ ରାଜ୍ୟର ବାସିନ୍ଦାମାନେ ସେମାନଙ୍କ ଜମିଜମା ରେକର୍ଡ଼ ଦେଖିପାରିବେ। ଓଡ଼ିଶାର ଅନ୍ଲାଇନ୍ ଜମି ରେକର୍ଡ ଭଣ୍ଡାର
Step-1
First Visit Bhulekha Web Portal/Site. (https://bhulekh.ori.nic.in/)
ପ୍ରଥମେ ଭୁଲିଖା ବେବ ପୋର୍ଟାଲକୁ ଯାଆନ୍ତୁ
Step-2
After entering into the web site Home page, please select your District,Tahasil, Village etc. Then you search by Tennat name, Plot or Khatian no.
ବେବ ସାଇଟ ହୋମ ପେଜରେ ପ୍ରବେଶ କରିବା ପରେ, ଦୟାକରି ଆପଣଙ୍କ ଜିଲ୍ଲା, ତହସିଲ, ଗ୍ରାମ ଇତ୍ୟାଦି ଚୟନ କରନ୍ତୁ। ତା’ପରେ ଆପଣ Tennat name, Plot or Khatian no ଦ୍ୱାରା ସର୍ଚ୍ଚ କରନ୍ତୁ।