Steps to Apply For Voter-ID Online

How to Apply for Voter ID Card Online

Steps to Apply for Voter ID Card Online

Who wants to register for a new voter id card must be at least 18 years old. They must also be able to show proof of age, identity, and residency.

Before applying for a Voter ID Card online, make sure you have a valid mobile number, an email address, and a reliable internet connection with a high speed.

ନୂଆ ଭୋଟର ଆଇଡି କାର୍ଡ ପାଇଁ କିଏ ପଞ୍ଜିକରଣ କରିବାକୁ ଚାହେଁ, ତା’ର ବୟସ ଅତିକମ୍ରେ 18 ବର୍ଷ ହୋଇଥିବା ଆବଶ୍ୟକ। ସେମାନେ ମଧ୍ୟ ବୟସ, ପରିଚୟ ଏବଂ ବାସସ୍ଥାନର ପ୍ରମାଣ ଦେବାରେ ସକ୍ଷମ ହେବା ଆବଶ୍ୟକ।

ଅନଲାଇନରେ ଭୋଟର ଆଇଡି କାର୍ଡ ପାଇଁ ଆବେଦନ କରିବା ପୂର୍ବରୁ ନିଶ୍ଚିତ ହୋଇୟାଆନ୍ତୁ ଯେ ଆପଣଙ୍କ ପାଖରେ ବୈଧ ମୋବାଇଲ ନମ୍ବର, ଇମେଲ ଆଡ୍ରେସ ଏବଂ ହାଇସ୍ପିଡ ସହ ଭରଷାୟୋଗ୍ୟ ଇଣ୍ଟରନେଟ୍ କନେକ୍ସନ ରହିଛି।

Step 1

First type www.nvsp.in in your computer.

ପ୍ରଥମେ ଆପଣଙ୍କ କମ୍ପ୍ୟୁଟରରେ www.nvsp.in ଟାଇପ କରନ୍ତୁ।

Step 2

Then the Home page will be displayed in the web browser.

ଏହାପରେ ବେବ ବ୍ରାଉଜରରେ ହୋମ ପେଜ ପ୍ରଦର୍ଶିତ ହେବ।

Step 3

Scroll down to the bottom of the page and, Since we are applying for the first time for a voter ID card online, click on Apply Online Registration for New User.

ପୃଷ୍ଠାର ତଳକୁ ସ୍କ୍ରଲ କରନ୍ତୁ ଏବଂ, କାରଣ ଆମେ ଅନଲାଇନରେ ଭୋଟର ପରିଚୟ ପତ୍ର ପାଇଁ ପ୍ରଥମ ଥର ପାଇଁ ଆବେଦନ କରୁଛୁ, ନୂଆ ବ୍ୟବହାରକାରୀ ପାଇଁ ଅନଲାଇନ ପଞ୍ଜୀକରଣ ଆବେଦନ କରନ୍ତୁ ଉପରେ କ୍ଲିକ୍ କରନ୍ତୁ।

Step 4

Then give your Mobile Number, Email id and select your State and Please carry on proceeding with filling all your details to complete your registration process.

ତା’ପରେ ନିଜର ମୋବାଇଲ ନମ୍ବର, ଇମେଲ ଆଇଡି ଦିଅନ୍ତୁ ଏବଂ ନିଜର ରାଜ୍ୟ ଚୟନ କରନ୍ତୁ ଏବଂ ଦୟାକରି ଆପଣଙ୍କର ପଞ୍ଜୀକରଣ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିବା ପାଇଁ ଆପଣଙ୍କର ସମସ୍ତ ବିବରଣୀ ପୂରଣ କରିବା ସହିତ ଆଗକୁ ବଢ଼ନ୍ତୁ।

Step 5

Please fill out all of the information on the page and click Save. If you have any questions, please visit http://eci.nic.in/eci/eci.html.

ଦୟାକରି ପୃଷ୍ଠାରେ ଥିବା ସମସ୍ତ ସୂଚନା ପୂରଣ କରନ୍ତୁ ଏବଂ Save ଉପରେ କ୍ଲିକ୍ କରନ୍ତୁ। ଯଦି ଆପଣଙ୍କର କିଛି ପ୍ରଶ୍ନ ଥାଏ, ଦୟାକରି http://eci.nic.in/eci/eci.html. କୁ ଯାଆନ୍ତୁ.

Odishafocus

error: Content is protected !!