Best Odia Jokes
Welcome to the heartland of Odisha, where laughter is not just an emotion but a way of life! Our web page, ‘Odia Laughter Hub,’ invites you to embark on a delightful Odia jokes and humorous anecdotes. Immerse yourself in a collection of witty, charming, and culturally infused Odia jokes that promise to tickle your funny bone. Here, we present a curated selection of Odia humor that reflects the vibrancy of Odia culture, coupled with the inherent warmth and wit of the people. 🤣
Joke-1 | ପପୁ- ଯଦି ଚା ସାର୍ଟ ଉପରେ ପଡ଼ିଯାଏ , ତେବେ ତାକୁ କଣ କହିବା ? ସିପୁ -ମୋତେ କଣ ଜଣାନାହିଁ …..? ପପୁ- ଟି.ସାର୍ଟ ଆଉ କଣ କହିବା ….! 🤣 |
Joke-2 | ବାବୁ- ଆଛା ଦୋକାନୀ ମହାଶୟ ,ଏ ରେଡ଼ିଓ ରେ ସବୁ ଷ୍ଟେସନ ଧାରିବ ତ ? ଦୋକାନୀ-ରେଳ ଷ୍ଟେସନ ,ପୋଲିସ ଷ୍ଟେସନ ଏବଂ ଫାୟାର ଷ୍ଟେସନ ଛାଡ଼ି ସବୁ ଧାରିବ |
Joke-3 | ଟିପୁ ସିପୁ କୁ -ପେଣ୍ଟ ର ନାଡାକୁ ଇଂଲିଶ ରେ କଣ କହନ୍ତି ତୁ ଜାଣିଚୁ କି ସିପୁ-ହଁ ଟିପୁ-କଣ କହନ୍ତି ସିପୁ-ପି.ଏଚ.ଡି ଟିପୁ-ମାନେ ? ସିପୁ-ପେଣ୍ଟ ହୋଲଡିଂ ଡିଭାଇସ 🤣 |
Joke-4 | ଜିତୁ-ତୁ ଏକାଥରକେ କେତେ ଜଣ ଲୋକଙ୍କୁ ଉଠାଇପାରିବୁ ସିଟୁ-ଦୁଇ ଜଣଙ୍କୁ ଜିତୁ-ତୋ ଠାରୁ ଆମ କୁକୁର ଭଲ , ଥରେ ଭୁକିଲେ ସାହିପଡିଶା ଲୋକଙ୍କୁ ବି ନିଦରୁ ଉଠାଇଦେବ 🤣 |
Joke-5 | ଏଠିକା କଥା ସେଠି କି ପହଁଚିବାର ସବୁଠାରୁ ଶୀଘ୍ର ଦୁଇଟି ମାଧ୍ୟମ କଣ ?Gmail & Female 🤣 |
Joke-6 | ଜଣେ ସାହେବ୍ କହୁଥିଲେ କି ଗତ ୩୫ ବର୍ଷରୁ ଗୀତାର ଉପଦେଶ ନିୟମିତ ରୁପରେ ଶୁଣି ଆସୁଛନ୍ତି , ଓ ତାହାର ମୁତାବିକ ଜୀବନ ବଞ୍ଚୁଛନ୍ତି । ମୋର ମନ ତାଙ୍କ ପ୍ରତି ସମ୍ମାନ ରେ ଭରି ଗଲା ତାପରେ ପାଖରେ ବସିଥିବା ଜଣେ ବ୍ୟକ୍ତି ମୋର କାନରେ କହିଲା, ଗୀତା ତାଙ୍କ ସ୍ତ୍ରୀଙ୍କ ନାଁ ଅଟେ । 🤣 |
Joke-7 | ବଡ ବୋହୁ ବିଏସ୍ ଏନ୍ ଏଲ୍ ଶାନ୍ତ ସ୍ୱଭାବ ସବୁବେଳେ ଓଢଣା ଘୋଡାଇ ରହୁଥିଲା, ନୋ ନେଟୱର୍କ ପ୍ରୋବ୍ଲେମ୍ ତାପରେ ଦ୍ୱିତୀୟ ବୋହୁ ଆସିଲା, ସୁନ୍ଦରୀ ଲାଲପରୀ ଏୟାରଟେଲ୍ କିଛି ହିଁ ସେକେଣ୍ତରେ ସବୁ କାମ ମଡର୍ଣ୍ଣ ବୋହୁ ଆଇଡିଆ ଆସିଲା ଯିଏ ଦୁନିଆଁ ବଦଳାଇଦେଉଥିଲା, ଗୋରୀ ଚିକଣି ବିଦେଶୀ ମ୍ୟାଡାମ୍ ଭୋଡାଫୋନ୍ ବି ଆସିଗଲା ବୋହୁ ହୋଇକରି । କେଜାଣି କେଉଁଆଡୁ ଲଟକେଇ ଝଠକେଇ ସମସ୍ତଙ୍କ ହୋସ୍ ଉଡାଇକରି ଆସିଗଲା ଜିଓ ଯିଏ ସଉତୁଣି ହୋଇକରି ସବୁ ବୋହୁଙ୍କର ଜୀବନ ବଞ୍ଚିବା ମୁସକିଲ୍ କରିଦେଲା । 🤣 |
Joke-8 | ଥରେ ଗୋଟେ ପୁଅକୁ ଗୋଟେ ଝିଅ ସହ ପ୍ରେମ ହେଲା । ବିଳମ୍ବିତ ରାତିରେ ସବୁଦିନପୁଅ ଝିଅକୁ ଫୋନ୍ କରୁଥିଲା, ଥରେ ଫୋନ୍ ଝିଅର ମା ଉଠାଇନେଲେ, ପୁଅ- ଡରିକରି କହିଲା- ଆଣ୍ଟି ପାୟଲ୍ ଅଛି କି ? ଆଣ୍ଟି କହିଲେ- ହଁ ଅଛି ନା ମୋର ପାଦରେ ଅଛି ଓ ଚପଲ ବି ଅଛି ତା ସହ । 🤣 |
Joke-9 | ସ୍ତ୍ରୀ- ଜାନୁ ମୁଁ ଯଦି ମରିଯାଏ ତୁମେ ତେବେ କଣ କରିବ ? ସ୍ୱାମୀ-ମୁଁ ବି ମରିଯିବି, ସ୍ତ୍ରୀ-ଏମିତି କଣପାଇଁ ? ସ୍ୱାମୀ-ମୋର ବଞ୍ଚିବା ବି ଅଧିକା ଖୁସି କାରାଣରୁ ବିପଦପୁର୍ଣ୍ଣ ହୋଇପାରେ । 🤣 |
Joke-10 | ବାପା : ପାଠ ପଢ଼ିବୁନି ତ କଣ କରିବୁ ? ଚିଣ୍ଟୁ : ବସ ଚଳେଇବି, ପରେ ନୂଆ ବସ କିଣିବି ସ୍ତ୍ରୀ କୁ ପାଠ ପଢ଼େଇବି,କଲେକ୍ଟର କରିବି, ତମ ନାଁ ରେ hospitalଖୋଲିବି ବାପା : ଭକୁଡା ପିଲା ତୁ ପୁଣି ଆଜି SetMax ରେ Sooryavansham ଦେଖିଲୁ l |