Chunamacha Besar-Odia Recipe

Chunamacha Besar(ଚୁନାମାଛ ବେସର)-Odia Recipe

ServingsReady InTypeGood For
240 MinNon-VegLunch

About this Recipe

The Famous village recipe of Odisha

Ingredients

  • 200gm ଚୁନାମାଛ
  • 1ଚାମଚ ସୋରିଷ
  • 2ଟା ରସୁଣ
  • 2ଟା ଲଙ୍କା
  • 1ଚାମଚ ଲୁଣ
  • 1ଟା ଟମାଟୋ
  • 1ଟା ପିଆଜ
  • 1ଚାମଚ ହଳଦୀ
  • ତେଲ
  • 200gm Smallfish
  • 1tbsp Mustard
  • 2 Garlic
  • 2 Pepper/green chilli
  • 1tbsp Salt
  • 1 Tomatoes
  • 1 Onion
  • 1tps Turmeric
  • Oil

Nutrition

There are 178 calories in 1(one) Serving Chunamacha Besar-Odia Recipe

Step by Step Instructions

Step 1:
First wash the lime fish well
After that, add turmeric powder & some salt with fish

ପ୍ରଥମେ ଚୁନା ମାଛ କୁ ଭଲ ଭାବରେ ଧୋଇଦେବେ
ଏହା ପରେ ମାଛ ,ହଳଦୀ ଗୋଳାଇ ରଖିବେ

Step 2:
Place it on a gas stove and add oil to it
Then add the fish and fry well

ଗ୍ୟାସ ଚୁଲ୍ଲା ରେ କଡେଇ ବସେଇବେ ଓ ସେଥିରେ ତେଲ ଦେବେ
ଏହାପରେ ମାଛ କୁ ପକାଇ ଭଲ ଭାବରେ ଭଜିବେ

Step 3:

Then add some oil to the pan
After add chopped onion, tomato and mustard paste

ଏହାପରେ କଡେଇରେ ପୁଣି କିଛି ତେଲ ପକାଇବେ
ପରେ କଟା ପିଆଜ,ଟମାଟୋ ଓ ତା ସହିତ ସୋରିଷ ବଟା ମସାଲାକୁ ପକାଇ କସିବେ

Step 4:
After that, add Ambul and cover it for some time
Then add salt and turmeric as needed

ଏହା ପରେ ଆମ୍ବୁଲ ପକାଇ କିଛି ସମୟ ଘୋଡାଇ ରଖିବେ
ଏହା ପରେ ଆବଶ୍ୟକ ଅନୁସାରେ ଲୁଣ,ହଳଦୀ ପକାଇବେ

Step 5:

After the masala is ground well, add the lime fish and the lime fish base is ready.

ମସଲା ଭଲରେ କଷି ହେବ ପରେ ସେଥିରେ ଚୁନା ମାଛ କୁ ପକାଇବେ ଏବଂ ପ୍ରସ୍ତୁତ ହେଇଗଲା ଚୁନା ମାଛ ବେସର

More Recipes

error: Content is protected !!