Kanika-Odia Recipe

Kanika-Odia Recipe

Servings

2

Ready In:

40 Min

Type:

Veg

Good For:

Lunch

About this Recipe

The Famous sweet rice of odisha

Ingredients

  • 1 କପ୍ ବାସୁମତୀ/ଅରୁଆ ଚାଉଳ
  • 2 କପ୍ ପାଣି
  • 1/4 କପ୍ ଚିନି
  • 6-7 କାଜୁ
  • 6-7ଟି କିସମିସ
  • 2ଟି ଲବଙ୍ଗ
  • 1ଟି ଅଳେଇଚ
  • 1 ଇଞ୍ଚ କଞ୍ଚାଲଙ୍କା
  • 1 ଖଣ୍ଡ ଷ୍ଟାର ଅକ୍ସିଡେଣ୍ଟ
  • 1ଟି ତେଜ ପତ୍ର
  • 1/2 ଚାମଚ ହଳଦୀ ଗୁଣ୍ଡ
  • 1 ଚାମଚ ଲୁଣ
  • 1 cup basmati rice
  • 2 cups water
  • 1/4 cup sugar
  • 6-7 cashews
  • 6-7 raisins
  • 2 cloves
  • 1 cardamom
  • 1 inch cinnamon
  • 1 piece star anise
  • 1 bay leaf
  • 1/2 tps turmeric powder
  • 1 tps salt

Nutrition

There are 178 calories in 1(one) Serving Dahi Baigan-Odia Recipe

Step by Step Instructions

Step 1:
First, heat oil in a pan and fry coriander leaves, cinnamon, ginger, ginger, onion, cloves, cashew nuts and raisins.

ପ୍ରଥମେ ହାଣ୍ଡି ରେ ତେଲ ଗରମ କରି ସେଥିରେ ତେଜପତ୍ର ,ଡାଲଚିନି ,ଅଳେଇଚ ,ଗୁଜୁରାତି, ଅନସୀଫୁଲ,ଲବଙ୍ଗ, କାଜୁ ଓ କିସମିସ ପକାଇ ଭାଜନ୍ତୁ

Step 2:
After all these are fried, add water

ଏ ସବୁ ଭାଜି ହେବ ପରେ ପାଣି ଦିଅନ୍ତୁ

Step 3:

After the water boils add turmeric powder, salt and arua/basmati rice and stir.

ପାଣି ଫୁଟିବା ପରେ ସେଥିରେ ହଳଦୀଗୁଣ୍ଡ ,ଲୁଣ ଓ ଅରୁଆ/ବସୁମତୀଚାଉଳ ପକାଇ ଗୋଳାନ୍ତୁ

Step 4:
Cook on low heat until the rice is half cooked and then add sugar and ghee and cook until the rice is done. Turn off the stove.

ଚାଉଳ ଅଧା ହେବା ଯାଏଁ ଅଳ୍ପ ଆଞ୍ଚରେ ସିଝାନ୍ତୁ ଏବଂ ପରେ ଚିନି ପକାଇ ଚାଉଳ ସମ୍ପୂର୍ଣ୍ଣ ହେବା ଯାଏଁ ସିଝାନ୍ତୁ। ଚୁଲି ବନ୍ଦ କରିଦିଅନ୍ତୁ।

Step 5:

Now garnish the roasted cashews with almonds and raisins.s

ଏବେ ଭଜା କାଜୁ ବାଦାମ ଓ କିସମିସରେ ସଜାଇ ଦିଅନ୍ତୁ।

More Recipes

error: Content is protected !!