ODIA Song Lyrics
Song – Mo Hata Dhari Chalutha
Film – Hata Dhari Chalutha
Music – Prem Anand
Lyrics – Arun Mantri
ମୋ ହାତ ଧରି ଚାଲୁଥା
ପୁ – ସବୁ ଜନମରେ
ଏଇ ଜୀବନରେ
ସାଥି ହେଇ ଆସୁଥା
ମୋ ହାତ ଧରି ଚାଲୁଥା
ହାତ ଧରି ଚାଲୁଥା (2)
ଝି – ମୋ ହସ ସାଥିରେ
ତୋ ହସ ମିଶେଇ
ସବୁ ଦିନ ହସୁଥା
ମୋ ହାତ ଧରି ଚାଲୁଥା
ହାତ ଧରି ଚାଲୁଥା (2)
ପୁ – ଏ ଜୀବନ ବାଟ ଟିଏ
ବାଟରେ ହଜାରେ ମୋଡ
ଝି – ଆଜି କଲି ସେ ମୋଡରେ
ସୁନେଲି ସପନ ଭିଡ
ପୁ– ସପନର ରଙ୍ଗ ଉଦେ
ଆଜି ଏ ଆକାଶ ସାରା
ଝି – ଆକାଶରେ ମେଘ ନାହିଁ
ହୀରା ପରି ପଡେ ଖରା
ପୁ– ଖରା ଟାଣ ହେଲେ
ତୋ ଓଢଣୀ ତଳେ
ଛାଇ କରି ରଖିଥା
ମୋ ହାତ ଧରି ଚାଲୁଥା
ହାତ ଧରି ଚାଲୁଥା (2)
More Song Coming Soon!