Mo hata dhari chalutha-Odia Song Lyrics

ODIA Song Lyrics

Song – Mo Hata Dhari Chalutha
Film – Hata Dhari Chalutha
Music – Prem Anand
Lyrics – Arun Mantri

ମୋ ହାତ ଧରି ଚାଲୁଥା

ପୁ – ସବୁ ଜନମରେ
ଏଇ ଜୀବନରେ
ସାଥି ହେଇ ଆସୁଥା

ମୋ ହାତ ଧରି ଚାଲୁଥା
ହାତ ଧରି ଚାଲୁଥା (2)

ଝି – ମୋ ହସ ସାଥିରେ
ତୋ ହସ ମିଶେଇ
ସବୁ ଦିନ ହସୁଥା

ମୋ ହାତ ଧରି ଚାଲୁଥା
ହାତ ଧରି ଚାଲୁଥା (2)

ପୁ – ଏ ଜୀବନ ବାଟ ଟିଏ
ବାଟରେ ହଜାରେ ମୋଡ

ଝି – ଆଜି କଲି ସେ ମୋଡରେ
ସୁନେଲି ସପନ ଭିଡ

ପୁ– ସପନର ରଙ୍ଗ ଉଦେ
ଆଜି ଏ ଆକାଶ ସାରା

ଝି – ଆକାଶରେ ମେଘ ନାହିଁ
ହୀରା ପରି ପଡେ ଖରା

ପୁ– ଖରା ଟାଣ ହେଲେ
ତୋ ଓଢଣୀ ତଳେ
ଛାଇ କରି ରଖିଥା

ମୋ ହାତ ଧରି ଚାଲୁଥା
ହାତ ଧରି ଚାଲୁଥା (2)

More Song Coming Soon!

error: Content is protected !!