Urvashi-Odia Song Lyrics

ODIA Song Lyrics

Song –Sta Kaha Tu Jhia Na Urvashi
Lyrics –Satya Ranjan Bal

ସତ କହ ତୁ ଝିଅ ନା ଉର୍ବଶୀ

ମୋ କଲମ ର ସବୁ ସାହୀ କମ ପଡ଼ିଯିବ ତୋ ପାଇଁ
କରିବାକୁ ଗଲେ ତୁଳନା ତୋହର

ରୂପ ରଙ୍ଗ ଅବା ଗୁଣେ ନାହିଁ ତୋ ପରିକା କେହି ଜଣେ
ଗୋଟା ପଣେ ମନ ମୋହି ନେଉ ମୋର

ତୋର କିମଟ ଦୁଇ ନୟନ କରି ଦିଏ ମତେ ସମହାନ
ତୋ କଥା ଆଉ ତୋ ହସ ହାଏ ଲୁଟି ନିଏ ମୋ ମନ

ଅଦିନରେ ହୃଦୟରେ ଯାଏ ମହୁ ବରଷୀ

ସତ କାହା ତୁ ଝିଅ ନା ଉର୍ବଶୀ
ତୋ ପ୍ରେମରେ ମାୟା ଜାଲେ ଗଲି ମୁ ଫସି

ସତ କହ ତୁ ଝିଅ ନା ଉର୍ବଶୀ
ତୋ ପ୍ରେମରେ ମାୟା ଜାଲେ ଗଲି ମୁ ଫସି

ଯେତେ ଥର ମୋ ନଜର ତୋ ଉପରେ ପଡି ଯାଏ
ତୋ ଲାଗି ମୁ ମନେ ପ୍ରେମ ସେତେ ବେଶୀ ବଢ଼ିଯାଇ

ହସି ପଦେ କହିଲେ ତୁ ହୋସ ମୋ ଉଡ଼ିଯାଏ
ତୋ ଛୁଆଁ ରେ ମୁ ପିଏଇକି ବି ନିଶା ମତେ ଛାଡ଼ିଯାଇ

ତୋ ସଯ ବାଜ ତୋ ସୄଘାଂର
କରିଦିଏ ରେ ମତେ ଭିଭାରୋ

ମୁ ନିଶ୍ୱାସେ ଖେଳେ ଲହରୀ
ହାଏ ମହକ ତୋ ଦେହର

ସତ ଅବା ସପନ ତୁ ଭାବିବେ ରେ ମୁ ବସି

ସତ କହ ତୁ ଝିଅ ନା ଉର୍ବଶୀ
ତୋ ପ୍ରେମରେ ମାୟା ଜାଲେ ଗଲି ମୁ ଫସି

ସତ କହ ତୁ ଝିଅ ନା ଉର୍ବଶୀ
ତୋ ପ୍ରେମରେ ମାୟା ଜାଲେ ଗଲି ମୁ ଫସି

କଲା ମେଁଘି କେଶ ତୋର ଉଡ଼େ ଯେବେ ପବନରେ
ସାତ ରଙ୍ଗି ଇନ୍ଦ୍ରଧନୁ ଖେଳିଯାଇ ମୋ ମନରେ

ଫୁଲ ପକ୍କା ଓଢଣୀ ତୋ ବାଜିଲେ ମୁ ଦେହେ ଆସି
ଲାଗେ ସତେ ଛାତି ତଳୁ କଲିଜା ମୋ ଯାଏ ଖସି

ତୁ ଉପରୁ ଠୁ ତଳ ଯାଏ ଗୋଟେ ଚାଉଳରେ ଗଢା ହାଏ
ଯେତେ ଦେଖିଲେ ତତେ ନିରିକ୍ଷୀ ପୁଣି ଦେଖିବାକୁ ଇଛା ହୁଏ

ପରି ଟେ ତୁ ନୁହଁ ସତ କିନ୍ତୁ ପରିଠୁ ବି ବେଶୀ

ସତ କହ ତୁ ଝିଅ ନା ଉର୍ବଶୀ
ତୋ ପ୍ରେମରେ ମାୟା ଜାଲେ ଗଲି ମୁ ଫସି

ସତ କହ ତୁ ଝିଅ ନା ଉର୍ବଶୀ
ତୋ ପ୍ରେମର ମାୟା ଜାଲେ ଗଲି ମୁ ଫସି

More Song Coming Soon!

error: Content is protected !!