4 Best Benefits of Tulsi For Skin in Odia

4 Best Benefits of Tulsi For Skin in Odia

4 Best Benefits of Tulsi For Skin in Odia

ତ୍ବଚା/ଚର୍ମ ପାଇଁ ତୁଳସୀ ର 4 ଟି ସର୍ବୋତ୍ତମ ଉପକାର |

ଆୟୁର୍ବେଦ ରେ ତୁ ଳସୀକୁ ‘ମହୋଷଧି’ଭାବେ ବର୍ଣ୍ଣନା
କରାଯାଇ ଛି ।ଏଇ ଔଷଧୀୟ ଗଛଟି ଭାରତୀୟ
ଜଳବାୟରେୁ ଭ ଲଭାବେ ବଢ଼େ। ତୁଳସୀକୁ ମଧ୍ୟ ଘରେ ଘରେ
ବଭିନ୍ନି ଉପାୟରେ ପ୍ରୟୋଗ କରାଯବା ଦେଖାଯାଇଛି। କେହି
ଥଣ୍ଡା, ସର୍ଦ୍ଦି ହେଲେ ତୁଳସୀ-ମହୁ ରସ ପିଅନ୍ତି ତ’ ଅନ୍ୟ କିଏ
ଖରାଦିନେ ତୁଳସୀରସକୁ ମିଶାଇ ଥଣ୍ଡା ପାନୀୟ ତିଆରି କରନ୍ତି।
ଏଇ ପତ୍ରରେ ସୌନ୍ଦର୍ଯ୍ୟ ର ଉପଚାରବି କରାଯାଉଛି। ଏବେ ତା’
ପ୍ରୟୋଗ ଜାଣିବା।

  • ତୁଳସୀରେ ଥିବା ଗୁଣ ଆମ ତ୍ବଚାକୁ ପୋଷଣ ଦିଏ। ପ୍ରାକୃତିକମଏଶ୍ଚରାଇଜର୍ ଭଳି କାମ କରେ ବୋଲି ବଶେି ଷଜ୍ଞ ଦଳ
    କହିଛନ୍ତି ।
  • ତୁଳସୀ ପତ୍ରକୁ ଛେଚି ନଚେ ତ୍ ବାଟି ଏହାର ରସ ବାହାର କରିବେ । ସେ ଥିରେ ବେ ସନ ଅଧ ଚାମଚ, ଖିର ଅଧ ଚାମଚ ଓ
    ଅଟା ୧ ଚାମଚ ମିଶାଇ ମୁହଁ, ବେ କ, ହାତ ଓ ପାଦରେ ଲଗାନ୍ତୁ ।୧୦ ମିନିଟ୍ ପରେ ଥଣ୍ଡା ପାଣିରେ ଧୋଇବେ । ସପ୍ତାହକୁ
    ଥରେ ଏଇ ପ୍ୟା କ୍ ଲଗାଇଲେ ଧୀରେ ଧୀରେ ଦାଗ ଦୂର ହେ ବା ସହ ବ୍ରଣ ହେ ବନି।
  • କେ ଶରେ ରୁପି ହେ ଉଥିଲେ ତୁଳସୀ ରସରେ ଦହି ମିଶାଇ ମଥାରେ ଲଗାଇବେ । ୩୦ ମିନିଟ୍
    ପରେ କେ ଶକୁ ସଫା କରନ୍ତୁ । ମାସକୁ ୨-୩ଥର ଏହି ମିଶ୍ରଣ ଲଗାଇଲେ ରୁପି ହେ ବନି।
  • ତ୍ବଚାରେ ଆଲର୍ଜି ହେ ଉଥିଲେ କିମ୍ବା ସବୁବେଳ ଦୁର୍ଗନ୍ଧ ବାହାରୁଥିଲେ , ବାଲ୍ ଟିଏ ପାଣିରେ ୨
    କପ୍ ତୁଳସୀ ଫୁଟା ପାଣି ମିଶାଇ ନିୟମିତ ଗାଧୋଇଲେ ଲାଭ ମିଳିବ।

ଏହିପରି ଅଧିକ ବିଷୟ ଜାଣିବା ପାଇଁ |ଏଠି କ୍ଲିକ କରନ୍ତୁ

Leave a Reply

Your email address will not be published. Required fields are marked *

error: Content is protected !!