Sefali-Odia Song Lyrics

Odia Song Lyrics

Song –Sefali

Lyrics –Somesh Satpathy

Singer -Kuldeep Pattanaik

Lyrics

ଶେଫାଳି

ତୋ ଗଳିର ସେପାଖେ ଶେଫାଳି ଫୁଟିଲେ, ମୋ ଗଳିରେ ଆସି ବାସେ
ଅଳସି ପ୍ରିୟା ମୋ ଅଳସ ଭାଙ୍ଗିଲେ, ମୋ ପୃଥିବୀ ଟିକେ ଝଲସି ଉଠେ
ତୋ ଗଳିର ସେପାଖେ ଶେଫାଳି ଫୁଟିଲେ, ମୋ ଗଳିରେ ଆସି ବାସେ
ଅଳସି ପ୍ରିୟା ମୋ ଅଳସ ଭାଙ୍ଗିଲେ, ମୋ ପୃଥିବୀ ଟିକେ ଝଲସି ଉଠେ
ଲାଜରେ ଆଖି ନୁଆଁଇ, ଧିରେ ଧିରେ ଚାଲେ ଖାଲି
ଦୁନିଆଁ ଗଲେରେ ଯାଉ, ଟିକିଏ ଇର୍ଷାରେ ଜଳି
ତୁ ପାଖେ ଥିଲେ ମୋର ମନ କିଛିତ ଚାହେଁନା
ରଙ୍ଗ ଏତେ କାଇଁ ଢ଼ାଳିଲୁ? ମୁଁ ସେ ରଙ୍ଗରେ ଆଜିତ ଓଦା
ଯେତେ ପ୍ରେମ କଲେ କାହିଁକି ସବୁ ଲାଗେରେ ଆଜି ଅଧା ଅଧା?
ରଙ୍ଗ ଏତେ କାଇଁ ଢ଼ାଳିଲୁ? ମୁଁ ସେ ରଙ୍ଗରେ ଆଜିତ ଓଦା
ଯେତେ ପ୍ରେମ କଲେ କାହିଁକି ସବୁ ଲାଗେରେ ଆଜି ଅଧା ଅଧା?
ହରିଣୀ ଚାହାଣି ତୋର, ନିଦକୁ କରିଛି ଚୋରି
ଲାଗୁଛି ଏମିତି କାଇଁ? ପ୍ରେମରେ ଯିବି ମୁଁ ମରି
ତୁ ପାଖେ ଥିଲେ ମୋର ଏ ମନ କିଛି ବୁଝେନା
ଭଲ ଏତେ କାଇଁ ପାଇଲୁ? ମୁଁ ଘୁରି ବୁଲେ ତୋ ଘର ପାଖେ
ସଜ ଏତେ କାଇଁ ହଉରେ? ତତେ ଦେଖିବାକୁ ଏ ଆଖି ଥକେ
ଭଲ ଏତେ କାଇଁ ପାଇଲୁ? ମୁଁ ଘୁରି ବୁଲେ ତୋ ଘର ପାଖେ
ସଜ ଏତେ କାଇଁ ହଉରେ? ତତେ ଦେଖିବାକୁ ଏ ଆଖି ଥକେ
ଦୁଆର ସେପାଖେ ରହି, ଯେବେ ତତେ ଦିଏ ଚାହିଁ
ଏମିତି କାହିଁକି ଲାଗେ? ସବୁ କିଛି ଯାଏ ପାଇ
ତୁ ପାଖେ ଥିଲେ ମୋର ମନ କିଛିତ ମାଗେନା

LYRICS

More Song Coming Soon!

Follow Us

Leave a Reply

Your email address will not be published. Required fields are marked *

error: Content is protected !!